#ଏମିତି_ମୃତ୍ୟୁ_କାହାରିକୁ_ନ_ଆସୁ !
ହସ୍ପିଟାଲରେ ପଡିଥିଲା ଝିଅ । ଆଉ ଝିଅକୁ ଦେଖିବାକୁ ଯାଉଥିଲେ ମାଆ- ପୁଅ । ଦୁଇ ମିନିଟ୍ ରେ ହସ୍ପିଟାଲରେ ପହଞ୍ଚି ଯାଇଥାନ୍ତେ । କିନ୍ତୁ ମେଡ଼ିକାଲ ମୁଖ୍ୟ ଫାଟକ ଆଗରେ ହିଁ ଗାଡି ଦୁର୍ଘଟଣାରେ ଚାଲିଗଲା ମାଆ ପୁଅଙ୍କ ଜୀବନ । ଦୃତ ଗତିରେ ଆସୁଥିବା କାର ସ୍କୁଟିକୁ ଧକ୍କା ଦେବା ଫଳରେ ମା ଓ ପୁଅ ମୃତ
#ArgusNews #Berhampur #RoadMishap #Death #Odisha