#ସତ_ସାମ୍ନାକୁ_ଆସିବାରୁ_ବିଜେଡିକୁ_ହେଉଛି_କଷ୍ଟ
ଅର୍ଗସ ପ୍ରତିନିଧିଙ୍କ ବିରୋଧରେ ବିଜେଡିର କୁହାଳିଆ ନେତା ଆଣୁଛନ୍ତି ମିଥ୍ୟା ଅଭିଯୋଗ। ମିଛ ପ୍ରମାଣ ଦେଇ ନିଜେ ନିଜର ଗୁମର ଖୋଲୁଛି ବିଜେଡି। ସବୁ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି ଅର୍ଗସ....।
#ArgusNews #padampur #BJD #conspiracy #FakeAllegations #PadampurByPoll #Odisha