ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସରୁନି ପୂର୍ତ୍ତ ବିଭାଗ ମାହାଙ୍ଗା କଟିକଟା ରାସ୍ତା ନିର୍ମାଣ କାର୍ଯ୍ୟ । ରାସ୍ତା କାମ ନସରୁଣୁ ରାସ୍ତା ଫାଟି ଆଁ କଲାଣି । ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି
#Cuttack #Mahanga #RoadProblem #ArgusNews