ରେଷ୍ଟୁରାଣ୍ଟରେ ଖାଉଥିବା ଗ୍ରାହକଙ୍କ ପାଇଁ ଭଲ ଖବର। ଏବେ ଆଉ ଆପଣଙ୍କୁ ସର୍ଭିସ ଚାର୍ଜ ଦେବାକୁ ପଡିବ ନାହିଁ। ସାଧାରଣତଃ ରେଷ୍ଟୁରାଣ୍ଟରେ ଖାଇବା ପରେ ଯେବେ ବିଲ୍ ଆସିଥାଏ ସେଥିରେ ଅନେକ ପ୍ରକାରର ଚାର୍ଜ ଲାଗିଥାଏ।
#odisha #ArgusNews #restaurant #servicecharge #tax