ଜଙ୍ଗଲ ପାହାଡ଼ ଘେରା ମାଲକାନଗିରି ଜିଲ୍ଲାରେ ପଞ୍ଜୁରୀରେ ଆରମ୍ଭ ହୋଇଛି କୁକୁଡ଼ା ଚାଷ । ଖଇରପୁଟ ବ୍ଲକ କଦମଗୁଡା ପଂଚାୟତର ଯୁବ ଚାଷୀ ସନାତନ ପୂଜାରୀ ନିଜ ଗାଁ ନୂଆଗୁଡାରେ ଏଭଳି ୟୁନିଟ ଜରିଆରେ ବାଛିଛନ୍ତି ଆତ୍ମନିଯୁକ୍ତିର ରାସ୍ତା ।
#GoodNews #cage #Poultryfarming #Khairput #kadamaguda #Malkangiri #farmer #Odisha #ArgusNews