ଯାଜପୁର ଜିଲ୍ଳା ରସୁଲପୁର ଖଇରାବାଦ ଗାଁରେ ରାଜ୍ୟପାଳ। ବାଲେଶ୍ୱର ଗସ୍ତରେ ଥିବା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ ଖଇରାବାଦ ଗ୍ରାମରେ ସକାଳ ୮ଟା ୪୫ମିନିଟ ସମୟରେ ପହଂଚି ପରିବାରର ଆତିଥ୍ୟି ଗ୍ରହଣ କରି ପଇଡପାଣି ପିଇଥିଲେ ।
#jajpur #governor #GaneshiLal #odisha #ArgusNews