ମାନବିକତା ଆଗ ଆଉ ସବୁ ପଛ । ଏଭଳି ଏକ ଉକ୍ତିକୁ ଦୀକ୍ଷା ଭାବେ ଗ୍ରହଣ କରିଛି ଭୁବନେଶ୍ଵରର ଜଜବା ଫାଉଣ୍ଡେସନ । ଫାଉଣ୍ଡେସନ ଚଳିତ ରମଜାନ ମାସରେ ୨୫୦୦ ପରିବାର ନିକଟରେ ପହଞ୍ଚାଇ ଦେଇଛି ମାସକର ରାସନ। ଅଭାବୀ ପରିବାର ନିକଟରେ ଠିଆ ହୋଇ ସାମାଜିକ ପ୍ରତିବଦ୍ଧତାକୁ ଆଗକୁ ନେଇଛି ।
#Bhubaneswar #JazbaFoundation #Odisha #ArgusNews