ICL Fincorp ସାରା ଓଡ଼ିଶାରେ ୧୩ଟି ନୂତନ ଶାଖାର ଉଦ୍ଘାଟନ କରିଛି । ଭାରତରେ ସବୁଠାରୁ ଅଧିକ ବୃଦ୍ଧି ପାଉଥିବା NBFC, ICL, FINCORPର ପୂର୍ବରୁ ଓଡ଼ିଶାରେ ୩୫ଟି ଶାଖା ରହିଥିଲା । ଓଡ଼ିଶାର ନୟାଗଡ଼, ଆସ୍କା, ଦିଗପହଣ୍ଡି, ଛତ୍ରପୁର, ଢେଙ୍କାନାଳ, କେନ୍ଦ୍ରାପଡା ଭଳି ୧୩ଟି ଜାଗାରେ ନୂଆ ଶାଖା ଖୋଲାଯାଇଛି
#ICLFincrop #NewBranches #ArgusNews #Odisha