ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ତତ୍କାଳୀନ ସହକାରୀ ଯନ୍ତ୍ରୀ ଗିରଫ ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଆମ ଗାଁ ଆମ ବିକାଶ ଯୋଜନାରେ ୧କୋଟି ୬୨ଲକ୍ଷ ଟଙ୍କା ର ହେରଫେର ଅଭିଯୋଗରେ ଗିରଫ ହୋଇଥିବା ସହକାରୀ ଯନ୍ତ୍ରୀ ଅମୀୟ ଚାନ୍ଦ ମଲ୍ଲିକଙ୍କ ସହ ସାମିଲ ଥିବା ପୂର୍ବତନ ବିଡ଼ିଓ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ ଓ ତଦନ୍ତ ଜାରି ନିମନ୍ତେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛନ୍ତି କଂଗ୍ରେସ ନେତା ହିମାଂଶୁ ମଲ୍ଲିକ
#ArgusNews #Raghunathpur #Congress #PressMeet #HimansuMallick #Odisha