ଖୁବଶୀଘ୍ର ପ୍ରକାଶ ପାଇବ JEE MAINର ପରୀକ୍ଷା ଫଳ । ଏହା ପୂର୍ବରୁ ANSWER KEY ପ୍ରକାଶ କରିଛି NTA । ଜୁନ୍ 23ରୁ ଜୁନ 29 ମଧ୍ୟରେ ଦେଶର 501ଟି ସହର ଏବଂ ଦେଶ ବାହାରେ 22ଟି ସହରରେ ହୋଇଥିଲା ପରୀକ୍ଷା । ପରୀକ୍ଷାର୍ଥୀ ମାନେ ANSWER KEYରୁ ସେମାନଙ୍କର ମାର୍କ ଗଣନା କରିପାରିବେ ।
#JEEMain #ArgusNews #NTA #AnswerKey