ଓଡିଆ ସାହିତ୍ୟ ଜଗତରେ ଖୁବ୍ ପରିଚିତ କମଳା ଶତପଥୀ । କବିତା, ଗପ, ପ୍ରବନ୍ଧ, ଉପନ୍ୟାସ, ଅନୁବାଦ କ୍ଷେତ୍ରରେ ସେ ଜଣେ ସଫଳ ସ୍ରଷ୍ଟା। ସୁନେଲି ବାଦଲ ପୁସ୍ତକ ଅନୁବାଦ ପାଇ କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୨ ପାଇବେ କମଳା ଶତପଥୀ। ଦେଖନ୍ତୁ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର।
#ArgusNews #KamalaSatpathy #OdiaWriter #poetry #shortstories #book #odisha