ସହାୟତା ଅପେକ୍ଷାରେ ଅସହାୟ ପରିବାର । ୩ବର୍ଷ ପୁର୍ବେ ବାଙ୍ଗାଲୋରରେ ରହି କାମ କରୁଥିବା ସମୟରେ ହାତ ବିନ୍ଧିବା ଆରମ୍ଭ ହୋଇଥିଲା। ଘରକୁ ଆସି ଡାକ୍ତରଙ୍କୁ ଦେଖାଇବା ପରେ ଏନ.ଏମ.ଡି ରୋଗରେ ପିଡିତ ହୋଇଥିବା ଡାକ୍ତର କହିଥିଲେ । ଧିରେ ଧିରେ ତାଙ୍କ ଶରୀର ଦୁର୍ବଳ ହେବା ସହ ସମସ୍ତ ଅଙ୍ଗ ଗୁଡିକ ଅଚଳ ହୋଇପଡିଥିଲା ।ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଘରେ ପଡି ରହିଯିବାରୁ ପରିବାରକୁ ଖାଇବାକୁ ମୁଠାଏ ମିଳିଲାନି।
#ArgusNews #HelplessFamily #NeedHelp #Keonjhar #Anandpur #Odisha