#ବେଧଡକ_ହେଉଛି_ବାଲି_ଚୋରା_ଚାଲାଣ
ବିଭିନ୍ନ ନଦୀ ଓ ନାଳରୁ ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ହେଉଛି ବାଲି ଚୋରା ଚାଲାଣ । ଏଭଳି ଚିତ୍ର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅଞ୍ଚଳରୁ । ବିଭିନ୍ନ ସରକାରୀ ଜମି ଉପରେ ଶହ ଶହ ଟ୍ରିପ୍ ବାଲି ଗଚ୍ଛିତ କରି ବାହାରକୁ ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି ବାଲି ମାଫିଆ।
#Keonjhar #Harichandanpur #SandMafia #sandloot #Corruption #Odisha #ArgusNews