5-T ବିଦ୍ୟାଳୟ ନିର୍ମାଣ ଆଳରେ ଗଛକଟା ଓ ବେଆଇନ ନିର୍ମାଣ କୁ ବିରୋଧ କରିବାରୁ ବିଦ୍ୟାଳୟ କମିଟି ସଦସ୍ୟଙ୍କ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ମହିଳାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି
#Keonjhar #Anandpur #School #Murderatttempt #Hospitalised #ArgusNews