#ଦାଦନର_ଡବଲ_ଦୁଃଖ
#ବିଜୟନଗରମରେ_ଇଟାଭାଟି_ମାଲିକର_ନିର୍ଯାତନା
ଦାଦନର ଦାରୁଣ ଚିତ୍ର। ବିଜୟନଗରମରେ ଇଟାଭାଟି ମାଲିକର ନିର୍ଯାତନା। ବଲାଙ୍ଗିର ମାଲିମୁଣ୍ଡାର ତିନି ପରିବାରକୁ ମାଡ ମାରିବା ସହ ଯୁବତୀଙ୍କୁ ବିକ୍ରି କରିବାକୁ ଧମକ ଦେଲା ସର୍ଦ୍ଦାର
#ArgusNews #LabourIssue #harrasment #Balangir #Odisha