Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ପାଇଁ ଡ୍ରୋନ୍ ମନା
ଏମ୍ସ୍ ରଚିଲା ଇତିହାସ , ବୃଦ୍ଧଙ୍କ ମୁଣ୍ଡରୁ ବାହାରିଲା ୨୫ବର୍ଷର ବିଶାଳକାୟ ଟ୍ୟୁମର
ଭୁବନେଶ୍ବର : ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ଅବତାର । ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଭୁବନେଶ୍ଵର ଏମ୍ସର ଡାକ୍ତରୀ ଦଳ। ବହୁ ଚ୍ୟାଲେଞ୍ଜକୁ ମାତ ଦେଇ ସଫଳ ଅସ୍ତ୍ରୋପଚାର ସହ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଛି। ରବୀନ୍ଦ୍ର ନାମକ ବୃଦ୍ଧ ବ୍ୟକ୍ତି ଦୀର୍ଘ ୨୫ ବର୍ଷ ହେବ ଟ୍ୟୁମରରେ ପୀଡିତ ହୋଇ ଯନ୍ତ୍ରଣା ଭୋଗୁଥିବା ବେଳେ ଶେଷରେ ତାଙ୍କୁ ଏସବୁରୁ ଉପଶ
କେଜ୍ରିୱାଲଙ୍କ ଜାମିନ ଖାରଜ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଳିଲାନି ଅନ୍ତରିଣ ଜାମିନ। ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କଲେନି ସୁପ୍ରିମକୋର୍ଟ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ୯ ମେ ଏହ