#ସ୍ୱାମୀ_ଘର_ଆଗରେ_ଧାରଣା_ଦେଲେ_ବିହାରୀ_ମହିଳା
ପ୍ରଥମେ ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ କାମ, ପରେ ପ୍ରେମ, ଶାରୀରିକ ସମ୍ପର୍କ, ଓ ବିବାହl ଉଭୟ ହାଇଦ୍ରାବାଦରେ ରହୁଥିଲେ କିନ୍ତୁ ଠିକ୍ ଦୁଇ ମାସ ପରେ ଯୁବତୀକୁ ଛାଡି ଯୁବକ ଜଣକ ନିଜ ଘର ସୋର ଅଂଚଳର ସବିରାକୁ ପଳାଇ ଆସିଥିବା ବେଳେ ପ୍ରତାରଣାର ଶିକାର ହୋଇ ବେଲସବିରା ସ୍ଥିତ ଯୁବକର ଘର ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ବିହାରରୁ ଆସିଥିବା ଯୁବତୀ....l
#ArgusNews #LoveSexDhoka #BihariWomen #protest #justice #Soro #Odisha