ବର୍ଷାରେ ଆରମ୍ଭ ବର୍ଷାରେ ହିଁ ଶେଷ । ବର୍ଷାଙ୍କୁ ଶେଷଦେବଙ୍କ ଶେଷ କଥା ।ଆଉ କେତେ କଷ୍ଟ ଦେବ, ମୁଁ ତୁମକୁ ବହୁତ ଭଲ ପାଏ। ଏହି କେଇ ପଦ କଥାରେ ହିଁ ଅନ୍ତିମ ମୁହୂର୍ତ୍ତରେ ଅନ୍ତଚିରି ନିଜର ପ୍ରେମର ପରିପ୍ରକାଶ କରି ଚାଲିଗଲେ ଶେଷଦେବ।
#loveaffair #lovestory #endlife #depression #frustrated #Jajpur #Odisha #ArgusNews