#୮ବର୍ଷରୁ_ମୃଦଙ୍ଗ_ବାଦନ
କଟକ ବଡମ୍ବା ମାଣିଆବନ୍ଧରେ ଥିବା ବୌଦ୍ଧଧର୍ମର ଛାତ୍ରାବାସରେ ରହି ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତାଳ ରେ ତାଳ ମିଳାଇ ମୃଦଙ୍ଗ ବାଦନ। ଯାହା ଏବେ ଭାଇରଲ ହେବାରେ ଲାଗିଛି...।
#Cuttack #badamba #budhism #Mrudanga #Odisha #ArgusNews