ମନ୍ତ୍ରୀ ନବ ଦାସ୍ ହତ୍ୟା ମାମଲା । ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ଚାଲିଛି LVA ଟେଷ୍ଟ। LVA ଟେଷ୍ଟ ସହ ସାଇକୋଲୋଜିକାଲ ଆସେସମେଣ୍ଟ ଟେଷ୍ଟ ବି ଚାଲିଛି। ଗୋପାଳ ଗିରଫ ହେବାର ୯ ଦିନ ହୋଇଥିବା ବେଳେ କ୍ରାଇମ ବ୍ରାଞ୍ଚ ଅଧିକ ତଦନ୍ତ ପାଇଁ ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡର ତଦନ୍ତ ଜାରି ରଖିଛି ।
#ArgusNews #NabaDas #DeathCase #Politics #Crimebranch #investigation #Gopaldas #Odisha