#ପାଣିରେ_ପଡିଲା_ଦେଢ଼କୋଟି ।
ଆଦିବାସୀ ଅଂଚଳରେ ହାଟର ସୁବିଧା ପାଇଁ 16ବର୍ଷ ତଳେ ମଂଜୁର ହୋଇଥିବା ପ୍ରକଳ୍ପ ୮ ବର୍ଷ ତଳୁ ନିର୍ମାଣ ସାରିଥିଲେ ମଧ୍ୟ ଆରମ୍ଭରୁ ଦିନେବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ନୟାଗଡ଼ ନୂଆଗାଁ ଠାରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ତିଆରି ହୋଇଥିବା ସାପ୍ତାହିକ ହାଟ ଓ ଗୋଦାମ ଗୃହ, ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଚାଷୀ
#Nayagarh #Godown #RMC #ArgusNews #Odisha