#ରାଜ୍ୟରେ_ଅମୂଲ_ମୂଲ_କପା_ଚାଷ
#ପଡୋଶୀ_ରାଜ୍ୟ_ବ୍ୟବସାୟୀଙ୍କ_କବଜାରେ_ଓଡ଼ିଶାର_କପା
ଓଡ଼ିଶାର କପା ଚାଷୀ ଉପରେ ରାଜ୍ୟ ବାହାର ବ୍ୟବସାୟୀଙ୍କ କବଜା । ରାଜ୍ୟରେ ପ୍ରୋସେସିଂ ପ୍ଲାଣ୍ଟ ଓ ସ୍ପିନିଂ ମିଲରେ ତାଲା ଯୋଗୁଁ ଚାଷୀଙ୍କୁ ମିଳୁନି ପ୍ରାପ୍ୟ । ବାହାର ରାଜ୍ୟର ବୟନ ଶିଳ୍ପକୁ ଶୀର୍ଷରେ ପହଞ୍ଚାଇଥିବା କୁଶଳୀ ଓଡ଼ିଆ କାରିଗରଙ୍କୁ କାହିଁକି ଉପେକ୍ଷା ?
#ArgusNews #Cottonfarming #neighbouringState #business #Odisha