#ମାତୃଭୂମିରେ_ମହାମହିମଙ୍କ_ସ୍ବାଗତ_ପାଇଁ_ପ୍ରସ୍ତୁତି_ଚୂଡ଼ାନ୍ତ
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଶ୍ରୀମନ୍ଦିର ଯାଇ କରିବେ ଶ୍ରୀଜିଉଙ୍କ ଦର୍ଶନ । ସରିଛି କାରକେଡ୍ ରିହରସାଲ ସ୍ବାଗତ ପାଇଁ ରାଜଭବନ ପ୍ରସ୍ତୁତ ।
#President #DroupadiMurmu #OdishaVisit #Darshan #ShreeJagannath #worship #preparations #Odisha #ArgusNews