#ସମ୍ପୂର୍ଣ୍ଣ_ସୁରକ୍ଷିତ_ଅଛି_ମହାପ୍ରଭୁଙ୍କ_ଶ୍ରୀଅଙ୍ଗ
ଶ୍ରୀମନ୍ଦିରରେ ମୂଷା ଆତଙ୍କ ପ୍ରସଙ୍ଗ । ଦାତା ଦେଇଥିବା ଅତ୍ୟାଧୁନିକ ମେସିନ୍ ଶବ୍ଦ ଯୋଗୁଁ ଲାଗିପାରିବ ନାହିଁ ବୋଲି ମଧ୍ୟ ଶ୍ରୀମନ୍ଦିର ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି । ତେବେ ଆଶ୍ବସ୍ତିର କଥା ହେଉଛି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ।
#ArgusNews #Puri #Srimandir #MousePanic #lordjagannath #Odisha