କିଏ ଘୁଷୁରି ଘୁଷୁରି ଚାଲୁଛି ,ତ ଆଉ କିଏ ଗାଡି ସାହାଯ୍ୟରେ । କିନ୍ତୁ ତଥାପି ସେମାନେ ଯାଉଛନ୍ତି । କାହିଁକି ଜାଣନ୍ତି….ଟିକେ ସ୍ନେହ ପାଇବା ପାଇଁ । ସେଠାରେ ବସିଥିବା ବ୍ୟକ୍ତି ଜଣକ ସମସ୍ତଙ୍କୁ ଆଉଁସି ଦେଉଛନ୍ତି । ଆଉ ସେତିକିରେ ସେମାନେ ବେଶ ଖୁସ ।
#viralvideo #dog #help #affection #love #ArgusNews