#ସଙ୍କଟରେ_ଶ୍ରୀମନ୍ଦିର
#ସୁରକ୍ଷା_ଓ_ସମ୍ପତ୍ତିକୁ_ନେଇ_ଉଠିଲା_ପ୍ରଶ୍ନ
ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ସ୍ଥିତି ଯାଞ୍ଚ ପାଇଁ ନିଯୁକ୍ତ ଆମିକସକ୍ୟୁରୀ ହାଇକୋର୍ଟକୁ ରିପୋର୍ଟ ଦେବାପରେ ଏବେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ମାସ 17 ତାରିଖ ଦିନ ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସକ୍ୟୁରୀ ଶ୍ରୀମନ୍ଦିର ଯାଇ ସ୍ଥିତି ଯାଞ୍ଚ କରି ହାଇକୋର୍ଟକୁ ରିପୋର୍ଟ ଦେଇଥିଲେ ।
#ShreeMandira #Puri #JagannathaTemple #HighCourt #inquiry #Odisha #ArgusNews