ରାୟଗଡ଼ା ଜିଲ୍ଲାପାଳଙ୍କୁ ସମନ । ତୃତୀୟ ଥର ପାଇଁ ସମନ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଶେଷଖାଲ ପଞ୍ଚାୟତର କେରାଣ୍ଡି ଗ୍ରାମବାସୀ ଚାଉଳ ପାଇଁ ନଦୀ ଡେଇଁ ୬ କିଲୋମିଟର ଚାଲିବା ଘଟଣାକୁ ନେଇ ଏନଏଚଆରସି ଏହି ସମନ ଜାରି କରିଛନ୍ତି
#Rayagada #Collector #summons #ArgusNews #Odisha