#ରେଞ୍ଜର_କୋଠରୀରେ_ଡେପୁଟି_ରେଞ୍ଜର_ବ୍ରଜମୋହନ_ଭୋଇଙ୍କ_ମୃତଦେହ_ଠାବ
ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଥାନା ଅଧିକାରୀ ସମସ୍ତେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି, ମୃତ୍ୟୁର କାରଣ ଅସ୍ପଷ୍ଟ । ସେ କଲ୍ୟାଣସିଂହପୁର ରେଞ୍ଜର ଡେପୁଟି ରେଞ୍ଜର ଭାବ କାର୍ଯ୍ୟରତ ଥିଲେ। ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀ ମାନେ ଆସିଥୁଲେ । ତାଙ୍କ କୋଠରୀକୁ ଯାଇ କବାଟ ବଢ଼େଇବା ସହ ଡାକିଥିଲେ କିନ୍ତୁ ସେ କବାଟ ଖୋଲିଲେ ନାହିଁ । ଶେଷରେ ଝରକା ପଟେ କିଛି କର୍ମଚାରୀ ଦେଖିବା ପରେ ସେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ ଓ ସ୍ଥାନୀୟ ରେଞ୍ଜର ଙ୍କୁ ସୂଚନା ଦେଇଥିଲେ ।
#Raygada #deputyrenger #police #Odisha #ArgusNews