ଭୁବନେଶ୍ୱର ଜାଭିଅର ୟୁନିଭରସିଟିର ଅଷ୍ଟମ କନଭୋକେସନ ୟୁନିଭରସିଟି କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇଟିସି ଲିମିଟେଡ଼ର ଚେୟାରମ୍ୟାନ ସଂଜୀବ ପୁରୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ତରଫରୁ ସଂଜୀବ ପୁରୀଙ୍କୁ ମିଶାଇ ୫ ଜଣଙ୍କୁ ଡ଼କ୍ଟରେଟ ଏବଂ ପୋଷ୍ଟ ଗ୍ରାଜୁଏଟ ସାରିଥିବା ୬୩୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
#Bhubaneswar #ximb #convocation #felicitation #Odisha #ArgusNews