#ମହିଳା_ସଶକ୍ତିକରଣ_ଓ_ସାମାଜିକ_ସମାନତାର_ବାର୍ତ୍ତା_ଦିଏ_ଜଗନ୍ନାଥ_ସଂସ୍କୃତି
ଭଉଣୀ ଶ୍ରୀସୁଭଦ୍ରାଙ୍କୁ ଦିଆଯାଏ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପରି ସମାନ ମର୍ଯ୍ୟାଦା । ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ପରିବାରରେ ମହିଳାଙ୍କ ଗୁରୁତ୍ବକୁ ପ୍ରତିପାଦନ କରିଛନ୍ତି ମହାପ୍ରଭୁ । ଶ୍ରୀୟା ଚଣ୍ଡାଳୁଣୀ ପ୍ରସଙ୍ଗ ଜଗନ୍ନାଥ ସଂସ୍କୃତିରେ ସାମାଜିକ ସମରସତାର ବଡ଼ ଉଦାହରଣ ।
#Odisha #ArgusNews #Puri #RathaYatra #JagannathDham