ଡ୍ୟାମ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଉଜୁଡି ଗଲା ଚାଷ ଜମି। ହଜାର ହଜାର ଏକର ଜମିରେ ମାଡିଲା ପାଣି। ଅମଳ ସମୟରେ ନଷ୍ଟ ହୋଇଗଲା ସୁନାର ଫସଲ। ଅନ୍ୟପଟେ କେନାଲ ଗେଟ୍ ଖୋଲା ଯୋଗୁ ନଷ୍ଟ ହୋଇଗଲା ହଜାର ହଜାର କ୍ୟୁସେକ୍ ଜଳ..ଆଉ ଏହା ପରେ ବି ନିଜ ଦୋଷ ସ୍ବୀକାର କରୁନାହାନ୍ତି ଡ୍ୟାମ କର୍ତ୍ତୃପକ୍ଷ।...
#sambalpur #ricefield #waterdamage #FarmersProblem #Odisha #ArgusNews