୭୪ ତମ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ବିରାଟ ତ୍ରିରଙ୍ଗା ଯାତ୍ରା !
ମେରା ତ୍ରିରଙ୍ଗା ମେରା ଅଭିମାନ ଥିମ୍ ନେଇ ଆରମ୍ଭ ହୋଇଛି ତ୍ରିରଙ୍ଗା ଯାତ୍ରା। ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଦୀର୍ଘ ୧୧ କିଲୋମିଟର ରାସ୍ତାରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ
#ArgusNews #Bhubaneswar #RepublicDay #74thRepublicDay #Trirangayatra #Odisha