ମାଲକାନଗିରି ମାଥିଲିରେ ଅଜଣା ରୋଗ ଆତଙ୍କ । ୧୦ଦିନରେ ନେଲାଣି ୬ ଜୀବନ । ଏବେ ବି ଯନ୍ତ୍ରଣାରେ ଛଟପଟ ୧୦ ରୋଗୀ । ଡାକ୍ତରଖାନା ନୁହେଁ, କ୍ବାକ୍ ଉପର ଭରସା କରୁଛନ୍ତି ଲୋକେ । ଜଣେ କ୍ବାକକୁ ଗିରଫ କଲା ପୋଲିସ।
#Malkangiri #Unknowndisease #quack #fraudulent #patients #infected #Odisha #ArgusNews