ରାଜ୍ୟରେ ବଢୁଛି ସଂକ୍ରମଣ । ପ୍ରତିଦିନ ଭୁତାଣୁ ମାରୁଛି ଡବଲ ସେଞ୍ଚୁରି । ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା । ନୂଆପଡା ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଛତିଶଗଡକୁ ଯିବା ଆସିବାରେ କଟକଣା ଲଗାଯାଇଛି । ଏହାସହ ଶିକ୍ଷାନୁଷ୍ଠାନ ଉପରେ ସ୍ବତନ୍ତ୍ର ନଜର ରଖଯାଇଛି । ସେପଟେ ଏପ୍ରିଲ ପହିଲାରୁ ଦୈନିକ ଦୁଇ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ....
#ArgusNews #Odisha #Nuapada #Corona