କୁନି ମୁହଁରେ ହସ ଫେରାଇଲେ ସବ୍ୟ । ଅର୍ଗସରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ । 7 ମାସରେ ହାତରେ ଟ୍ୟୁମର ବଢ଼ି ବଢ଼ି ଅସହ୍ୟ ହୋଇଥିଲା ଯନ୍ତ୍ରଣା ଏବେ ଯନ୍ତ୍ରଣାରୁ ମୁକ୍ତ କୁନି କହିଛନ୍ତି, ଥ୍ୟାଙ୍କୟୁ ସବ୍ୟ ଭାଇ । #ArgusNews #Odisha Sabyasachi Mishra #SmilePlease #AIIMS ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app