ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ପାନୀୟ ଜଳ ପାଇଁ ବ୍ୟବସ୍ଥା ନାହିଁ, ଶୈ।ଚାଳୟ ଅଛି ହେଲେ ଅପରିତ୍ୟକ୍ତ ଅବସ୍ଥାରେ । ଅନାବନା ଗଛ ଲତାରେ ପରିପୂର୍ଣ୍ଣ । ଏହା ସହିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟ ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ.....
#ArgusNews #Odisha #Kendrapada #Unsafe_School #School_And_Mass_Minister