ବହୁ ମାନସିକ ବ୍ରତ କରି କନ୍ୟା ସନ୍ତାନ ପାଇଥିଲେ କଟକ ଆଠଗଡ଼ର ନୂଆପାଟଣା ଗ୍ରାମର ଶ୍ୱେତବସନ୍ତ ପାତ୍ର । ଯାହାକୁ ନେଇ ଶ୍ୱେତବସନ୍ତଙ୍କ ଘରେ ଖୁସିର ମାହୋଲ । କିନ୍ତୁ ବେଶି ଦିନ ରହିନଥିଲା ଖୁସି । ପିଲାର ବୟସ 9 ହୋଇଥିବା ବେଳେ, ଓଜନ ମାତ୍ର 6 କିଲୋଗ୍ରାମ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ....
#ArgusNews #Odisha #Cuttack #Athagada #Under_Weight #Sick