ଉପାନ୍ତ ଇଲାକାରେ ଗାଁକୁ ରାସ୍ତା ଯୋଜନା ଫେଲ
ଟିକେ ଭଲ କରି ନଜର ପକାନ୍ତୁ, ଏ ହେଉଛି କଳାହାଣ୍ଡି ଭବାନୀପାଟଣା ଡାଲଗୁମାରୁ କୁଟିଙ୍ଗପଦର ଯାଏ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣଧିନ ରାସ୍ତାର ଦୃଶ୍ୟ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 4କୋଟି 90ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ 9ମେ, 2018ରୁ ଆରମ୍ଭ ହୋଇଥିଲା । ଏଥି ମଧ୍ୟରେ ଏହାକୁ 1ବର୍ଷ ବିତି ସାରିଲାଣି । ତଥାପି ଏହି ନିର୍ମାଣଧିନ ରାସ୍ତା କାମ ଶେଷ ହେଉନାହିଁ...
#ArgusNews #Odisha #Kalahandi #RoadProblem