କଣାସ ବ୍ଲକ ମାଟିପଡା ଠାରେ ସୃଷ୍ଠି ହୋଇଥିବା ମନୁଷ୍ୟକୃତ ଘାଇକୁ ନେଇ ବଢୁଛି ଅସନ୍ତୋଷ । ସତ୍ୟବାଦୀ ଯୁବନେତା ଓମପ୍ରକାଶ ମିଶ୍ର କହିଲେ ଆଗାମୀଦିନରେ ଏନେଇ ରାଜରାସ୍ତାକୁ ଓହ୍ଲାଇବେ ସାଧାରଣ ଲୋକ । ତୁରନ୍ତ ତଦନ୍ତ କରାଯାଇ ଏଭଳି କାର୍ଯ୍ୟକରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଛନ୍ତି....
#ArgusNews #Puri #Kanasa #NadiBandha #Flood