ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମା ରାମଚଣ୍ଡୀ । ମା’ଙ୍କ ଆସ୍ଥା ଓ ବିଶ୍ୱାସ ଅନେକ ଶ୍ରଦ୍ଧାଳୁଙ୍କୁ ପୀଠକୁ ଟାଣିଆଣେ । ପର୍ଯ୍ୟଟନ ସ୍ଥଳକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣଯନ୍ତା । ବାରବାଟୀ ଠାରୁ ୩ କିଲୋମିଟର ବ୍ୟାପୀ ମା ରାମଚଣ୍ଡୀ ପୀଠକୁ ମୁଖ୍ୟ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ଯାହାକୁ ନେଇ ପର୍ଯ୍ୟଟକ ଏହି ପର୍ଯ୍ୟଟନସ୍ଥଳୀକୁ ମୁହଁ ଫେରାଉଛନ୍ତି ..
#ArgusNews #Odisha #RamChandi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app