ଖୋର୍ଦ୍ଧାରେ ଗଞ୍ଜାମ ଫର୍ମୁଲା । ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଇପାରେ । ସେଥିପାଇଁ ଗଞ୍ଜାମ ଫର୍ମୁଲାକୁ ଖୋର୍ଦ୍ଧାରେ ବ୍ୟବହାର କରିବାକୁ ଚିନ୍ତା । ଏଥିପାଇଁ ରାଜଧାନୀ ସର୍କିଟ ହାଉସରେ ବୈଠକରେ ନିଆଯାଇଛି ନିଷ୍ପତ୍ତି ।
#TheArgus #ArgusNews #Khordha #CoronaSituation #Ganjam #Bhubaneswar