#ଡିଜିଟାଲ_ହୋଇଛି_ଗାଁ_ଅଙ୍ଗନବାଡି
ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ଅଙ୍ଗନବାଡି କେନ୍ଦ୍ର ସାରା ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛି...
ଦାୟିତ୍ୱରେ ଥିବା କର୍ମୀ ରଶ୍ମିତା ପ୍ରଧାନ ନିଜ ବ୍ୟକ୍ତିଗତ ପ୍ରୟାସରେ କେନ୍ଦ୍ରକୁ ଦେଇଛନ୍ତି ଡିଜିଟାଲ ରୂପ...ଟେଲିଭିଜନରୁ ପିଲା ଶିକ୍ଷାଲାଭ କରୁଛନ୍ତି...କେନ୍ଦ୍ର ବାହାରେ ତିଆରି ହୋଇଛି ଏକ ସୁଶୋଭିତ ଉଦ୍ୟାନ...
#ArgusNews #Odisha #Subarnapur #Anganwadi #Digital #Education #GoodNews