#ଏସିବିରେ_ସଫଳ_ଅସ୍ତ୍ରୋପଚାର
#ପୁଣି_ଥରେ_ବଳରାମଙ୍କ_ନୂଆ_ଜୀବନ
ପ୍ରଥମ ଥର ପାଇଁ କଟକ ଏସସିବିରେ ଯୋଡ଼ା ଗଲା କଟା ଯୌନାଙ୍ଗ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କଟକ ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏ ବିରଳ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଛୁଟୁଛି ପ୍ରଶଂସାର ସୁଅ......
#ArgusNews #Odisha #Cuttack #SCB #Plastic_Surgery