ଭଦ୍ରକରେ ବି ଚାଷୀ ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ । ଅନ୍ୟପଟେ ଟୋକନ ଅବଧି ସରିଥିବାରୁ ମୁଣ୍ଡରେ ହାତ ଦେଇଛି ଚାଷୀ । କିଭଳି ବିକ୍ରି କରିବ ଧାନ, ତାହାକୁ ନେଇ ବଢିଛି ଚିନ୍ତା । ଟୋକନ ରିଜେନେରେଟ କରିବା ସହ ଧାନ ସଂଗ୍ରହ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ ....
#ArgusNews #Bhadrak #Odisha #PaddyIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app