ଶୌଚାଳୟ କରିଛନ୍ତି ଖୋଦ ହିତାଧିକାରୀ, କିନ୍ତୁ ସରକାରୀ ଟଙ୍କା ଚଳୁ କରିଦେଇଛନ୍ତି ଦଲାଲ । ପୁରୀ ଜିଲ୍ଲା ଗୋପରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ମିଥ୍ୟା ବିଲ୍ ମାଧ୍ୟମରେ ଚଳୁ କରାଯାଉଛି ଲକ୍ଷାଧିକ ଟଙ୍କା । ଦଲାଲ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଫସୁଛନ୍ତି ନିରୀହ ହିତାଧିକାରୀ । ଦେଖିବା ଏହି ରିପୋର୍ଟ ।
#ArgusNews #Odisha #Puri #Gop #ToiletScam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details...
App Store - https://apps.apple.com/tt/app/argus-news/id1526127869...