ଅଭିନବ ଉପାୟରେ ଶିକ୍ଷା ଦାନ
ଖେତ ଖଳା ଭିତରେ ଚାଲିଚାଲି ଆସୁଛନ୍ତି ଶିକ୍ଷୟତ୍ରୀ । ହାତରେ ରହିଛି କିଛି କାଗଜ । ଖଳାରେ ଲାଗିଛି ବୋର୍ଡ। ବୋର୍ଡରେ କିଛି ଶିକ୍ଷା ସମ୍ବନ୍ଧିୟ ବିଭିନ୍ନ କାର୍ଯ୍ୟଫର୍ଦ ଛାପି ଚାଲିଯାଉଛନ୍ତି । ପିଲାଏ କିଛି ସମୟ ପରେ ଆସି ଖାତା କଲମରେ ଟିପି ନେଉଛନ୍ତି ବୋର୍ଡରେ ଲାଗିଥିବା ବିଭିନ୍ନ ପ୍ରଶ୍ନକୁ । ଏଭଳି ଅଭିନବ ଉପାୟରେ ଶିକ୍ଷା ଦାନ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାହଜବାହାଲ ଗାଁରେ.....
#ArgusNews #Odisha #Subernapur #Corona #Teaching
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app