ବନ୍ୟା ଧରାପକାଇ ଦେଇଛି ପକ୍କା ଘରର ସତ । କିଛି ଦିନ ତଳେ ରାଜ୍ୟରେ ପାଖାପାଖି 27 ଲକ୍ଷ ପକ୍କା ଘରର ଯେଉଁ ହିସାବ ଦେଇଥିଲେ ପଞ୍ଚାୟତରାଜମନ୍ତ୍ରୀ ପ୍ରତାପ ଜେନା, ଗ୍ରାଉଣ୍ଡରେ ବାସ୍ତବ ଚିତ୍ର ଭିନ୍ନ । କେନ୍ଦ୍ରାପଡାରେ ବନ୍ୟାରେ ଘର ଭାଙ୍ଗିଯିବାରୁ ବେସାହାର ହୋଇଯାଇଛନ୍ତି ଅନେକ । ଅବସ୍ଥା ଦେଖିଲେ ମନକୁ ଆନ୍ଦୋଳିତ କରିବ । ହେଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କିନ୍ତୁ ଚୁପ ...
#ArgusNews #Odisha_Flood_Situation #PratapJena #Kendrapada