ଆଜିଠାରୁ ପୁରୀରେ ଲାଗୁ କରାଯିବ ନାଇଟ କର୍ଫ୍ୟୁ
ରାତି 9ଟାରୁ ଭୋର 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସେପଟେ କୋଭିଡ୍ ସ୍ଥିତିକୁ ନେଇ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ଏସଓପି ପରିବର୍ତ୍ତନ ଉପରେ ଆଜି ଛତିଶାନିଯୋଗ ବୈଠକରେ ନିଆଯିବ ଚୁଡାନ୍ତ ନିଷ୍ପତି...
#ArgusNews #Odisha #Puri #NightCurfew