କାନ୍ଦୁଛି ପରିବାର, ଖୋଜୁଛି ପୁଅ I ଉତ୍ତରାଖଣ୍ଡ ଜଳପ୍ରଳୟ ପରେ ଏବେ ଭଦ୍ରକରେ ଶୋକର ମାହୋଲ କାହିଁକି ନା ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବ ଶ୍ରମିକ ନିଖୋଜ ହୋଇଛନ୍ତି । ଆଉ ନିଖୋଜ ଖବର ଆସିବା ପରେ ଏ ହେଉଛି ଓଡ଼ିଆ ଶ୍ରମିକଙ୍କ ପରିବାରରେ ପରିସ୍ଥିତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ ....
#ArgusNews #Bhadrak #Uttarakhand #Missing
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app