ଗତକାଲି ନାରାୟଣ ବେହେରା ନାମକ ଜଣେ ଅଟୋ ଡ୍ରାଇଭର ତାଙ୍କ ଅଟୋରେ ଲକ୍ଷାଧିକ ଟଙ୍କା ଛାଡି ପଳେଇ ଥିବା ଜଣେ ଯାତ୍ରୀଙ୍କୁ ଖୋଜି ଟଙ୍କା ଫେରାଇବା ପରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖିବା ପରେ ଖଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଉକ୍ତ ଡ୍ରାଇଭର ନାରାୟଣଙ୍କୁ ଅନ୍ୟାନ୍ୟ ଅଧିକାରୀଙ୍କ ଗହଣରେ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ମାନୀତ କରିବା ସହ ଆମ ପୋଲିସରେ ସାମିଲ କରିବା ପାଇଁ କହିଛନ୍ତି ....
#ArgusNews #Bramhapur #Chatrapur #Greatness #Honored